ପରଦେଶିଆ Paradeṡiā
- ଦେ. ବିଣ. (ସଂ. ପରଦେଶୀୟ) — ପ୍ରବାସୀ — Sojourning
- ଦେ. ବିଣ. (ସଂ. ପରଦେଶୀୟ) — ଭିନ୍ନଦେଶାଗତ — Come from abroad. come from a strange country
- ଦେ. ବିଣ. (ସଂ. ପରଦେଶୀୟ) — ବିଦେଶୀ — Foreign
- ଦେ. ବିଣ. (ସଂ. ପରଦେଶୀୟ) — ପରପୁଅ ପରଦେଶୀଆ ବନ୍ଧୁ, କେତ ବାହୁନେଇ କାନ୍ଦୁ। ଢଗ।