ପରଦା ଖୋଲ୍ Paradā khol

  • ଦେ. ବିଣ. — ଯାହାର ଗୁପ୍ତ ରହସ୍ୟ ଉଦ୍ଘାଟିତ ହୋଇ ଥାଏ — Having the mystery cleared up
  • ଦେ. ବିଣ. — ଯାହାର ଆବରଣ ଉନ୍ମୁକ୍ତ ହୋଇ ଥାଏ — Having the curtain lifted up; unvieled
  • ଦେ. ବିଣ. — ସର୍ବତ୍ର ପ୍ରକାଶିତ — Published broadcast