ପରତେ ଯିବା Parate j̄ibā

  • ଦେ. କ୍ରି. — ବିଶ୍ୱାସ କରିବା — To believe
  • ଦେ. କ୍ରି. — ପରତେ ଯିବି ସବୁ କଥା ଜାଣ ତେବେ। କୃଷ୍ଣସିଂହ. ମହାଭାରତ. ବନ।
  • ଦେ. କ୍ରି. — ଅନୁମାନ କରିବା — To guess