ପରଜଳିବା Parajaḻibā

  • ଦେ. (ପଦ୍ୟ)କ୍ରି. (ସଂ. ପ୍ରଜ୍ୱଳନ) — ଜଳିବା — To burn
  • ଦେ. (ପଦ୍ୟ)କ୍ରି. (ସଂ. ପ୍ରଜ୍ୱଳନ) — (ଲକ୍ଷଣାର୍ଥ) କ୍ରୋଧରେ ପ୍ରଚଣ୍ଡ ହେବା — (figurative) To fire in anger; to become furious with anger
  • ଦେ. (ପଦ୍ୟ)କ୍ରି. (ସଂ. ପ୍ରଜ୍ୱଳନ) — ଶୁଣି ଅସୁରେ ପରଜ୍ୱଳି ଯେସନେ ସମୁଦ୍ର ଉଚ୍ଛୁଳି। ଜଗନ୍ନାଥ, ଭାଗବତ।