ପରଛିଦ୍ର Parachhidra
- ଦେ. ବି (ସଂ. ପରଚ୍ଛିଦ୍ର) — ପରର ଦୋଷ — Other peoples' faults or weak points
- ଦେ. ବି (ସଂ. ପରଚ୍ଛିଦ୍ର) — ତହିଁ କି ଶକୁନ୍ତଳା ବୋଇଲେ ରାଜନ ପରଛିଦ୍ର ସୋରିଷ ପ୍ରମାଣେ ଥିଲେ ଘେନ। କୃଷ୍ଣସିଂହ. ମହାଭାରତ ଆଦି।
- ଦେ. ବି (ସଂ. ପରଚ୍ଛିଦ୍ର) — ପରର ଗୁପ୍ତ କଥା — Other peoples' secrets