ପରଛାଇ Parachhāi

  • ଦେ. ବି. (ସଂ. ପ୍ରତିଛାୟା) — ଦର୍ପଣ ଓ ପାଣିଆଦିରେ ପଡ଼ିବା କୌଣସି ବସ୍ତୁର ଛାୟା; ପ୍ରତିବିମ୍ବ — Image of a thing on mirror or water; reflected image