ପରଚ୍ଛନ୍ଦ Parachchhanda

  • ସଂ. ବି. ( 6 ଷ୍ଠୀ ତତ୍; ପର+ଛନ୍ଦ=ଇଚ୍ଛା, ଅଭିଳାଷ; ଛ ସ୍ଥାନରେ ସନ୍ଧିଦ୍ୱାରା ଚ୍ଛ) — ପରର ଅଭିପ୍ରାୟ — Another's will or intention
  • ସଂ. ବିଣ (ବହୁବ୍ରୀହି) — ପରବଶ; ପରାଧୀନ — Dependent on another