ପରଚେଇବା Paracheibā

  • ଦେ. କ୍ରି. (ସଂ. ପରିଚୟ) — ପରିଚିତ କରାଇବା — To cause to be acquainted with
  • ଦେ. କ୍ରି. (ସଂ. ପରିଚୟ) — ଜଣାଇବା — To inform
  • ଦେ. କ୍ରି. (ସଂ. ପରିଚୟ) — ପଡ଼ଚୁଆ ଦେବା — To make sinister innuendoes