ପରଖାଇବା Parakhāibā
- ଦେ. କ୍ରି — 1 —(ସଂ. ପର+ଖଦ ଧାତୁ) ଅନାତ୍ମୀୟ ବ୍ୟକ୍ତି ଆପଣାର ଧନକୁ ଭୋଗ କରିବା — 1—(ସଂ. ପର+ଖଦ ଧାତୁ) ଅନାତ୍ମୀୟ ବ୍ୟକ୍ତି ଆପଣାର ଧନକୁ ଭୋଗ କରିବା—1. (outsiders) To appropriate one's property or money
- ଦେ. କ୍ରି — ପରଖିବାର ଣିଜନ୍ତରୂପ — Causative of Parakhibā