ପରଖା ପରଖି Parakhā parakhi

  • ଦେ. ବି. ଓ ବିଣ. — କଷାକଷି; ପରସ୍ପରର ପରସ୍ପରକୁ ପରୀକ୍ଷା କରିବା — Testing each other
  • ଦେ. ବି. ଓ ବିଣ. — ଭଲ ମନ୍ଦ ପରୀକ୍ଷା କରିବା ବା ବାଛିବା — Testing; examining
  • ଦେ. ବି. ଓ ବିଣ. — ଟଙ୍କା ଗଣାଗଣି ପରଖା ପରଖିରେ ଘଡ଼ିଏ ବିତିଗଲା। ଫକୀରମୋହନ. ଗଳ୍ପସ୍ୱଳ୍ପ ।