ପରଖା Parakhā

  • ଦେ. ବି (ସଂ. ପରୀକ୍ଷା) — ପରଖ; ପରୀକ୍ଷା କରିବା — Testing
  • ଦେ. ବିଣ — ପରୀକ୍ଷିତ — Tested
  • ଦେ. ବିଣ — ପରୀକ୍ଷାକାରୀ; ଚିହ୍ନରା — Testing
  • ଦେ. ବିଣ — ଆପେ ଏଡ଼େ ପରଖା ଲୋକ ହେଲେ ବି ଥରେ ଥରେ ଗୋପାଳ ବଳି ପଡ଼େ—ଫକୀରମୋହନ. ଗଳ୍ପସ୍ୱଳ୍ପ ।