ପରକାଶିବା Parakāṡibā
- ଗ୍ରା. (ପଦ୍ୟ) କ୍ରି. (ସଂ. ପ୍ରକାଶ) — ପ୍ରକାଶ କରିବା — To publish; to exhibit
- ଗ୍ରା. (ପଦ୍ୟ) କ୍ରି. (ସଂ. ପ୍ରକାଶ) — ବିମଳ ଜଳ ରାଶି ଆନନ୍ଦେ ପରକାଶି । ମଧୁସୂଦନ. ଛାନ୍ଦମାଳା ।
- ଗ୍ରା. (ପଦ୍ୟ) କ୍ରି. (ସଂ. ପ୍ରକାଶ) — ପ୍ରକାଶିତ ହେବା; ଦେଖାଯିବା — To open out; to appear