ପର ପୁଷ୍ଟ Para pushṭa
- ସଂ. ବିଣ. ( 3 ୟା ତତ୍; ପର+ପୁଷ୍ଟ) — ଅନ୍ୟ ଦ୍ୱାରା ପ୍ରତିପାଳିତ — Nourished by a stranger
- ସଂ. ବିଣ. ( 3 ୟା ତତ୍; ପର+ପୁଷ୍ଟ) — ଯେଉଁ ଜୀବ ବା ଉଦ୍ଭିଦ ଅନ୍ୟ ଉପରେ ନିର୍ଭର କରେ — Parasitic
- ସଂ. ବି — କୋକିଳ — Cuckoo
- ସଂ. ବି — [ଦ୍ର—କୋକିଳ ଆପଣା ଡିମ୍ବକୁ ଫୁଟାଇ ନ ପାରି କୁଆ ବସାରେ କୁଆ ଡିମ୍ବ ସଙ୍ଗେ ଥୋଇ ଦେଇ ଆସେ। କୁଆ ବାରି ନ ପାରି କୋଇଲି ଡିମ୍ବକୁ ଫୁଟାଇ ଦିଏ ଏବଂ ଛୁଆଙ୍କୁ ଆଧାର ଦେଇ ବଢ଼ାଏ। କୋଇଲି ଛୁଆ ବଡ଼ ହୋଇ ଉଡ଼ି ପାରିଲାରୁ କୁଆ ବସା ଛାଡ଼ି ଆପଣା ମାଆ ପାଖକୁ ଉଡ଼ି ଆସେ।]