ପର ପୁରୁଷ Para purusha
- ସଂ. ବି. (କର୍ମଧା; ପର+ପୁରୁଷ) — ଅନାତ୍ମୀୟ ବ୍ୟକ୍ତି — An outsider
- ସଂ. ବି. (କର୍ମଧା; ପର+ପୁରୁଷ) — ଅନ୍ୟ ସ୍ତ୍ରୀର ସ୍ୱାମୀ — Husband of another woman
- ସଂ. ବି. (କର୍ମଧା; ପର+ପୁରୁଷ) — ଉପନାୟକ; ଉପପତି — Paramour; illicit lover; a gallant
- ସଂ. ବି. (କର୍ମଧା; ପର+ପୁରୁଷ) — ପରମ ପୁରୁଷ; ବିଷ୍ଣୁ — Bishṇu