ପର ଦ୍ୱେଷୀ Paradweshī

  • ସଂ. ବିଣ. ପୁଂ. (ପରଦ୍ୱେଷ+ଇନ୍; 1 ମା. 1 ବ.) — ପରପ୍ରତି ଈର୍ଷାନ୍ୱିତ — Envious
  • ସଂ. ବିଣ. ପୁଂ. (ପରଦ୍ୱେଷ+ଇନ୍; 1 ମା. 1 ବ.) — ଶତ୍ରୁତାପନ୍ନ — 2. Inimical; hostile