ପର କ୍ଷେତ୍ର Para kshetra

  • ସଂ. ବି. ( 6 ଷ୍ଠୀ ତତ୍; ପର+କ୍ଷେତ୍ର) — ଅନ୍ୟର ଜମି — Another person's field
  • ସଂ. ବି. ( 6 ଷ୍ଠୀ ତତ୍; ପର+କ୍ଷେତ୍ର) — ପର ସ୍ତ୍ରୀ — Another person's wife
  • ସଂ. ବି. ( 6 ଷ୍ଠୀ ତତ୍; ପର+କ୍ଷେତ୍ର) — ଅନ୍ୟ ବ୍ୟକ୍ତିର ଶରୀର — Another person's body