ପବ୍ଳିକ୍ ପ୍ରସିକ୍ୟୁଟର୍ Pablic prasikyuṭar

  • ବୈଦେ. ବି. (ଇଂ. ପବ୍ଳିକ୍ ପ୍ରୋସିକିଉଟର) — ଫଉଜଦାରି ମକଦ୍ଦମାରେ ସରକାର ତରଫରୁ ମକଦ୍ଦମା ଚଳାଇବା ଓକିଲ ବା ପୁଲିସ୍ କର୍ମଚାରୀ — Public prosecutor