ପବିତ୍ରିତ Pabitrita

  • ସଂ. ବିଣ. ପୁଂ (ପବିତ୍ର ନାମ ଧାତୁ+ କର୍ମ. ତ) — ଯାହାକୁ ପବିତ୍ର କରାଯାଇଅଛି — Purified
  • ସଂ. ବିଣ. ପୁଂ (ପବିତ୍ର ନାମ ଧାତୁ+ କର୍ମ. ତ) — ସର୍ବ ଦେବା ଦେବୀ ସ୍ନାନେ ପବିତ୍ରିତ ନୀଳାଚଳ ପଦେ ବହେ ଯେ ସରିତ। ରାଧାନାଥ. ଚିଲିକା।
  • ସଂ. ବିଣ. ପୁଂ (ପବିତ୍ର ନାମ ଧାତୁ+ କର୍ମ. ତ) — ନିର୍ମଳୀକୃତ 2. Cleansed.