ପବନଚକ୍ର Pabana chakra

  • ଦେ. ବି (ପବନ+ଚକ୍ର; ଆଧୁନିକ ବ୍ୟବହାର) — ଯେଉଁ ଚକ ବା କଳ ପବନ ଦ୍ୱାରା ବୁଲେ — Wind mill; weather cock
  • ସଂ. ବି — ଘୂର୍ଣ୍ଣିବାୟୁ (ହି. ଶ.) — Whirlwind