ପବନ ବାନ୍ଧିବା Pabana bāndhibā

  • ଦେ. କ୍ରି. — ବାୟୁ ସାଧନାଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ବାୟୁର ଗତି ସଂଯତ କରିବା — To restrain the breath by exercise
  • ଦେ. କ୍ରି. — କେ ଦୁଧ ପିଅନ୍ତି ପବନ ବାନ୍ଧି— ପ୍ରାଚୀ. ପରଚେଗୀତା।