ପନ୍ନଗାରି Pannagāri

  • ସଂ. ବି. ( 6 ଷ୍ଠୀ ତତ୍; ପନ୍ନଗ+ଅରି) — ଗରୁଡ଼ — Garuṟḍ̠a
  • ସଂ. ବି. ( 6 ଷ୍ଠୀ ତତ୍; ପନ୍ନଗ+ଅରି) — ମୟୂର — Peacock
  • ସଂ. ବି. ( 6 ଷ୍ଠୀ ତତ୍; ପନ୍ନଗ+ଅରି) — ନକୁଳ — Ichneumon