ପନ୍ତାର Pantāra

  • ଦେ. ବି. (ସଂ. ପ୍ରାନ୍ତ; ପ୍ରାନ୍ତର) — ପ୍ରାନ୍ତ — End
  • ଦେ. ବି. (ସଂ. ପ୍ରାନ୍ତ; ପ୍ରାନ୍ତର) — ପ୍ରାନ୍ତର; କୌଣସି ଆଶ୍ରୟଶୂନ୍ୟ ଦୀର୍ଘ ପ୍ରଶସ୍ତ ପଡ଼ିଆ — 1. Prairie
  • ଦେ. ବି. (ସଂ. ପ୍ରାନ୍ତ; ପ୍ରାନ୍ତର) — ବୃକ୍ଷାଦି ଶୂନ୍ୟ ମରୁଭୂମି — Treeless desert
  • ଦେ. ବି. (ସଂ. ପ୍ରାନ୍ତ; ପ୍ରାନ୍ତର) — ପୋଖରୀର ବନ୍ଧ ଓ ପାଣି ଧାର ମଧ୍ୟରେ ଥିବା ଶୁଖିଲା ଅଂଶ ବଗଚରା — The dry shore of a tank between the highest and the lowest water line
  • ଦେ. ବି. (ସଂ. ପ୍ରାନ୍ତ; ପ୍ରାନ୍ତର) — ଦୁଇ ଗ୍ରାମ ମଧ୍ୟରେ ଥିବା ବୃକ୍ଷଲତାବିହୀନ ଖୁବ୍ ବଡ଼ ପଡ଼ିଆ; ଗହୀର — An extensive plot of open land between two villages
  • ଦେ. ବି. (ସଂ. ପ୍ରାନ୍ତ; ପ୍ରାନ୍ତର) — ବୃକ୍ଷାଦି ଶୂନ୍ୟ ଦୂର ପଥ — A lonely treeless distance
  • ଦେ. ବି. (ସଂ. ପ୍ରାନ୍ତ; ପ୍ରାନ୍ତର) — ନଈ ଆଦିର କୂଳ — Shore
  • ପ୍ରାଦେ. (ଗଡ଼ଜାତ) ବି — ନଦୀର ଉଭୟ କୂଳସ୍ଥ ସମୁଦାୟ ଭୂମି — The land on both banks of a river
  • ପ୍ରାଦେ. (ଗଡ଼ଜାତ) ବି — (ଯଥା—ନଈ ପନ୍ତାର ମାଡ଼ି ବଢ଼ିଛି ।)