ପନ୍ତାରି Pantāri

  • ଦେ. ବି. (ପାନବରଜୀ) — ପାନ ବରଜରେ ଛଞ୍ଚିମାନଙ୍କ ଉପରେ ଆଡ଼ ବାଗରେ ବିଛା ହୋଇ ପଡ଼ିଥିବା ବାଉଁଶ — Long bamboos put across the eves of the thatch of a betel plantation