ପନସାରୁ Panasāru

  • ପ୍ରାଦେ. (ଯାଜପୁର) ବି. (ସଂ. ପନକ) — ସାରୁ ମୁଣ୍ଡାରେ ଲାଗିଥିବା ଶାଖା ସାରୁ; ସାରୁଗୁଲି; ଗୁଲିସାରୁ — The long protuberances coming out of the main bulb of the arum root