ପନଗା ନାରାୟଣ Panagā nārāyaṇa

  • ଗ୍ରା. ବି. (ସଂ. ପନ୍ନଗ ଓ ନାରାୟଣ) — ସାରଳା ମହାଭାରତ ଓ ନୃସିଂହ ପୁରାଣାଦିରେ ପ୍ରଦତ୍ତ ଦୁର୍ଯ୍ୟୋଧନଙ୍କର ନାମାନ୍ତର — A name given to Durj̄yodhana in Purāṇas