ପଧାନି ସରବରାକାର Padhānī sarabarākāra

  • ଦେ. ବି (ସଂ. ପ୍ରଧାନ ଓ ଫା. ସରବରାହ) — ଓଡ଼ିଶାର ମଧ୍ୟସ୍ୱତ୍ୱାଧିକାରୀବିଶେଷ — A class of under tenants of Orissa
  • ଦେ. ବି (ସଂ. ପ୍ରଧାନ ଓ ଫା. ସରବରାହ) — [ଦ୍ର— ଏମାନେ ସାଧାରଣ ସରବରାକାର ଅପେକ୍ଷା ଦୃଢ଼ତର ସ୍ୱତ୍ୱ— ବିଶିଷ୍ଟ ମଧ୍ୟସ୍ୱତ୍ୱାଧିକାରୀ ଅଟନ୍ତି।]