ପଧାନହେତା Padhāna hetā

  • ଦେ. ବି. — ପଧାନି କାର୍ଯ୍ୟର ପାରିଶ୍ରମିକ ସ୍ୱରୂପ ପଧାନକୁ ଦିଆ ଯାଇଥିବା ଭୂମି — Service land granted to a Padhāna
  • ଦେ. ବି. — ନ ଜାଣି ଚଷିଲି ପଧାନ ହେତା, ଲାଭଯାକ ନେଇ ଗଲେ ଭୋକତା—ଢଗ।