ପଦ୍ୟମୟ Padyamaya

  • ସଂ. ବିଣ. (ପଦ୍ୟ+ଅବ୍ୟୟାର୍ଥ. ମୟ) — ପଦ୍ୟଯୁକ୍ତ (ରଚନା) — Poetical
  • ସଂ. ବିଣ. (ପଦ୍ୟ+ଅବ୍ୟୟାର୍ଥ. ମୟ) — ପଦ୍ୟ ପରି ମଧୁର (ଜୀବନ) — (life) Full of poetry; sweet as poetry
  • ସଂ. ବିଣ. (ପଦ୍ୟ+ଅବ୍ୟୟାର୍ଥ. ମୟ) — ପଦ୍ୟ ପରି ମଧୁର ଭାବ ବା କଳ୍ପନା ପୂର୍ଣ୍ଣ — Full of poetic sentiments; romantic