ପଦ୍ୟ Padya

  • ସଂ. ବି. (ପଦ= ଚରଣ+ଯୁକ୍ତାର୍ଥରେ ଯ) — ଛନ୍ଦୋଯୁକ୍ତ ରଚନା; ଶ୍ଳୋକ; ଛାନ୍ଦ — Metrical composition; verse; poem; poetry
  • ସଂ. ବି. (ପଦ= ଚରଣ+ଯୁକ୍ତାର୍ଥରେ ଯ) — (ବ୍ରହ୍ମାଙ୍କ ପଦରୁ ଜାତ ବୋଲି)—ଶୂଦ୍ର — A ṡūdra
  • ସଂ. ବି. (ପଦ= ଚରଣ+ଯୁକ୍ତାର୍ଥରେ ଯ) — ଶଠତା (ହି. ଶ) — Fraud; deceit
  • ସଂ. ବିଣ — ପଦ୍ୟଯୁକ୍ତ — Metrical; poetical
  • ସଂ. ବିଣ — ପଦ ସମ୍ବନ୍ଧୀୟ — Relating to the foot