ପଦ୍ମାବତୀ Padmābatī

  • ସଂ. ବି. ସ୍ତ୍ରୀ (ପଦ୍ମ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ମନସା ଦେବୀ — Goddess Manasā
  • ସଂ. ବି. ସ୍ତ୍ରୀ (ପଦ୍ମ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ପଦ୍ମାନଦୀ — The Padma river
  • ସଂ. ବି. ସ୍ତ୍ରୀ (ପଦ୍ମ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ଉଜ୍ଜୟିନୀ ନଗରର ପୁରାତନ ନାମ — The ancient name of the town Ujjain in N.W.P
  • ସଂ. ବି. ସ୍ତ୍ରୀ (ପଦ୍ମ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ଦାତା କର୍ଣ୍ଣ ରାଜାଙ୍କ ପତ୍ନୀ — Name of the wife of king Karṇṇa
  • ସଂ. ବି. ସ୍ତ୍ରୀ (ପଦ୍ମ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ପାଟଣା ନଗରର ପ୍ରାଚୀନ ନାମ (ହି. ଶ) — Ancient name of the city of Patna
  • ସଂ. ବି. ସ୍ତ୍ରୀ (ପଦ୍ମ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ଗେଣ୍ଡୁ ଫୁଲ-(ହି. ଶ) — Safflower
  • ସଂ. ବି. ସ୍ତ୍ରୀ (ପଦ୍ମ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ପନ୍ନା ନଗରର ପ୍ରାଚୀନ ନାମ (ହି. ଶବ୍ଦସାଗର) — Ancient name of the town Panna
  • ସଂ. ବି. ସ୍ତ୍ରୀ (ପଦ୍ମ+ଅଛି ଅର୍ଥରେ ବତ୍+ସ୍ତ୍ରୀ. ଈ) — ଅପ୍ସରୋବିଶେଷ (ହି. ଶବ୍ଦସାଗର) — Name of a heavenly nymph
  • ଦେ. ବି — କବି ଜୟଦେବଙ୍କ ପତ୍ନୀ — The wife of poet Jayadeba
  • ଦେ. ବି — ନଦିଆବାସୀ ମହାତ୍ମା ନିତ୍ୟାନନ୍ଦଙ୍କ ମାତା — The name of the mother of Sree Nityananda of Nuddea
  • ଦେ. ବି — ସ୍ତ୍ରୀଲୋକଙ୍କ ନାମ — A name given to females
  • ଦେ. ବି — କାଞ୍ଚୀ ରାଜକନ୍ୟା; ପୁରୁଷୋତ୍ତମ ଦେବଙ୍କ ପଟ୍ଟ ମହିଷୀ — Name of the queen of Purushottama Deba, king of Orissa