ପଦ୍ମାକ୍ଷ Padmāksha

  • ସଂ. ବି. ପୁଂ. (ବହୁବ୍ରୀହି; ପଦ୍ମ+ଅକ୍ଷି) — କମଳ ଲୋଚନ — Lotus-eyed
  • ସଂ. ବି — ପଦ୍ମବୀଜ — 2. Lotus seed
  • ସଂ. ବି — ବିଷ୍ଣୁ — Bishṇu