ପଦ୍ମଭବ Padmabhaba

  • ସଂ. ବି. (ବହୁବ୍ରୀହି; ପଦ୍ମ+ଭବ=ଉତ୍ପତ୍ତି) — ବ୍ରହ୍ମା — God Brahmā
  • ସଂ. ବି. (ବହୁବ୍ରୀହି; ପଦ୍ମ+ଭବ=ଉତ୍ପତ୍ତି) — ଭବନୁ ଛାଡ଼ି କ୍ଷଣେ କେଣେ ନ ଯାଏ ଏହା କଲା ସିନା ପଦ୍ମଭବ। ଭଞ୍ଜ, ପ୍ରେମସୁଧାନିଧି।