ପଦ୍ମବାସା Padmabāsā

  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ପଦ୍ମ+ବାସ+ସ୍ତ୍ରୀ. ଆ) — ପଦ୍ମାଳୟା; ଲକ୍ଷ୍ମୀ — Goddess Lakshmī
  • ସଂ. ବି. ସ୍ତ୍ରୀ. (ବହୁବ୍ରୀହି; ପଦ୍ମ+ବାସ+ସ୍ତ୍ରୀ. ଆ) — କମଳାସନା; ସରସ୍ୱତୀ — Goddess Saraswatī