ପଦ୍ମବନ୍ଧୁ Padma bandhu

  • ସଂ. ବି. ( 6 ଷ୍ଠୀ ତତ୍; ପଦ୍ମ+ବନ୍ଧୁ) — ସୂର୍ଯ୍ୟ — The Sun
  • ସଂ. ବି. ( 6 ଷ୍ଠୀ ତତ୍; ପଦ୍ମ+ବନ୍ଧୁ) — ମଧୁକର; ଭ୍ରମର — The Black bee
  • ସଂ. ବି. ( 6 ଷ୍ଠୀ ତତ୍; ପଦ୍ମ+ବନ୍ଧୁ) — [ଦ୍ର—ସୂର୍ଯୋଦୟ ସଙ୍ଗେ ସଙ୍ଗେ ପଦ୍ମ ଫୁଟେ ଏବଂ ଫୁଟିଲା ପଦ୍ମରୁ ମଧୁ ସଂଗ୍ରହ କରିବା ପାଇଁ ଭ୍ରମର ତାହା ପାଖକୁ ଆସେ। ଏଣୁ କବିକଳ୍ପନାରେ ସୂର୍ଯ୍ୟ ଓ ଭ୍ରମର ପଦ୍ମଫୁଲର ବନ୍ଧୁ।]
  • ସଂ. ବି. ( 6 ଷ୍ଠୀ ତତ୍; ପଦ୍ମ+ବନ୍ଧୁ) — ଆକନ୍ଦ ଗଛ; ଅର୍କ ଗଛ — m. Calotropis Gigantea (plant)