ପଦ୍ମ ମଧୁ Padma madhu
- ସଂ. ବି. ( 6 ଷ୍ଠୀ ତତ୍; ପଦ୍ମ+ମଧୁ) — ପଦ୍ମଫୁଲର ମହୁ — Lotus honey
- ସଂ. ବି. ( 6 ଷ୍ଠୀ ତତ୍; ପଦ୍ମ+ମଧୁ) — [ଦ୍ର—ଏହା ଔଷଧରେ ଲାଗେ ଏବଂ ଚକ୍ଷୁରୋଗରେ ବିଶେଷ ଉପକାରୀ; ପଦ୍ମପୂର୍ଣ୍ଣ ପୋଖରୀ ନିକଟରେ ମହୁମାଛିମାନେ ପଦ୍ମଫୁଲରୁ ଯେଉଁ ମହୁ ସଂଗ୍ରହ କରନ୍ତି ତାକୁ ପଦ୍ମମଧୁ ବୋଲାଯାଏ। ]