ପଦ୍ମ ବାଳ Padma bāḻa

  • ସଂ. ବି. (ପଦ୍ମ+ବାଳ=ବାଳକ; ପଦ୍ମରୁ ଜାତ ବୋଲି) — ବିଧାତା; ବ୍ରହ୍ମା — Brahmā
  • ସଂ. ବି. (ପଦ୍ମ+ବାଳ=ବାଳକ; ପଦ୍ମରୁ ଜାତ ବୋଲି) — ଯାହାର ଅନ୍ନ ଖାଇ ତାର ମନ୍ଦକାଳ ଜାଣି ଛାଡ଼ିଗଲେ ଛାଡ଼ି ପଦ୍ମବାଳ। କୃଷ୍ଣସିଂହ. ମହାଭାରତ ଉଦ୍ଯୋଗ।