ପଦ୍ମ ପାଦ Padma pāda

  • ସଂ. ବି. (ରୂପକ କର୍ମଧା; ପଦ୍ମ+ପାଦ) — ପଦ୍ମ ପରି ସୁନ୍ଦର ପାଦ; ପାଦ ପଦ୍ମ — Foot resembling a lotus flower
  • ଦେ. ବି — ପାଦର ପାପୁଲି ଉପରେ ପିନ୍ଧାଯିବା ଅଳଙ୍କାର ବିଶେଷ; ପାପଦ୍ମ — An ornament put on over the back of the feet consisting of a circular piece of metal put in position with chains connected with the ankle and the toes