ପଦ୍ମ ପାଣି Padma pāṇi
- ସଂ. ବି. (ବହୁବ୍ରୀହି; ପଦ୍ମ ପାଣିରେ ଯାହାର) — ପଦ୍ମକର; ସୂର୍ଯ୍ୟ — The sun
- ସଂ. ବି. (ବହୁବ୍ରୀହି; ପଦ୍ମ ପାଣିରେ ଯାହାର) — ପଦ୍ମ ପରି କୋମଳ ହସ୍ତ — Hands as delicate as the lotus
- ସଂ. ବି. (ବହୁବ୍ରୀହି; ପଦ୍ମ ପାଣିରେ ଯାହାର) — ବିଷ୍ଣୁ — Bishṇu
- ସଂ. ବି. (ବହୁବ୍ରୀହି; ପଦ୍ମ ପାଣିରେ ଯାହାର) — ବ୍ରହ୍ମା — Brahmā
- ସଂ. ବି. (ବହୁବ୍ରୀହି; ପଦ୍ମ ପାଣିରେ ଯାହାର) — ବୁଦ୍ଧ — The Buddha
- ସଂ. ବିଣ. ପୁଂ — ଯାହା ହାତରେ ପଦ୍ମ ପରି ଚିହ୍ନ ଅଛି — Having the mark of a lotus flower on the hand
- ସଂ. ବିଣ. ପୁଂ — ପଦ୍ମ ଫୁଲ ହାତରେ ଧରିଥିବା — Holding a lotus flower