ପଦ୍ମ ପତ୍ର Padma patra
- ସଂ. ବି. ( 6 ଷ୍ଠୀ ତତ୍; ପଦ୍ମ+ପତ୍ର) — ପଦ୍ମ ଗଛର ପତ୍ର — Lotus leaf
- ସଂ. ବି. ( 6 ଷ୍ଠୀ ତତ୍; ପଦ୍ମ+ପତ୍ର) — [ଦ୍ର—ଏଥିରେ ପାଣି ପଡ଼ିଲେ ଢଳ ଢଳ ହୁଏ ଏବଂ ପାଣି ପତ୍ରର ଦେହରେ ନ ଲାଗି ଖସି ପଡ଼େ। ଗରିବ ଲୋକେ ପଦ୍ମ ପତ୍ରରେ ଅନ୍ନାଦି ଖାଆନ୍ତି।]
- ସଂ. ବି. ( 6 ଷ୍ଠୀ ତତ୍; ପଦ୍ମ+ପତ୍ର) — ପୁଷ୍କର ମୂଳ (ହି. ଶ) (ଦେଖ) — Pushkara mūḻa (See)
- ଦେ. ବି — ବଡ଼ ଲୋକଙ୍କ ଭୋଜନ ପାତ୍ର ରୂପେ ବ୍ୟବହୃତ ପଦ୍ମପତ୍ରାକାର ରୌପ୍ୟପାତ୍ରବିଶେଷ — A silver plate resembling a lotus-leaf used by rich men
- ଦେ. ବି — କୁଢ଼ (ଦେଖ) — Kuṟḍ̠ẖa (See)