ପଦ୍ମ ନେତ୍ର Padma netra

  • ସଂ. ବିଣ. ପୁଂ. (ବହୁବ୍ରୀହି; ପଦ୍ମ+ନେତ୍ର) — ପଦ୍ମତୁଲ୍ୟ ସୁନ୍ଦର ନୟନ ବିଶିଷ୍ଟ — Lotus-eyed
  • ସଂ. ବି — ପକ୍ଷି ବିଶେଷ — Name of a bird (M.W.)
  • ସଂ. ବି — ଭବିଷ୍ୟତରେ ଅବତାର ଗ୍ରହଣ କରିବା ବୁଦ୍ଧବିଶେଷ — Name of a future Buddha. (M.W.)