ପଦ୍ମ ଗୁଳୁଚି Padma guḻuchi

  • ଦେ. ବି — ଔଷଧରେ ବ୍ୟବହୃତ ଲତା ବିଶେଷ — Tinospora Tomentosa; Plumeria Rubra
  • ଦେ. ବି — [ଦ୍ର—ଏହା ଗୁଳଞ୍ଚ ପରି ବୁଦାଳିଆ ଲତା; ଗ୍ରୀଷ୍ମପ୍ରଧାନ ଦେଶରେ ଜଙ୍ଗଲରେ ଜନ୍ମେ। ଏହାର ଫୁଲ ନାଲିଆ; ଛାଲରେ ଆବୁ ଥାଏ। ଏହା ଗୁଳଞ୍ଚ ପରି ବଳକାରକ।]