ପଦ୍ମ ଗନ୍ଧ Padma Gandha

  • ସଂ. ବିଣ. ପୁଂ. (ବହୁବ୍ରୀହି; ପଦ୍ମ+ଗନ୍ଧ) — ପଦ୍ମପରି ଗନ୍ଧଯୁକ୍ତ — Scented like a lotus flower
  • ସଂ. ବି. ( 6 ଷ୍ଠୀ ତତ୍) — ପଦ୍ମଫୁଲର ଗନ୍ଧ — The scent of a lotus flower