ପଦ୍ମ କିଞ୍ଜଳ୍କ Padma kin̄jaḻka

  • ସଂ. ବି. ( 6 ଷ୍ଠୀ ତତ୍; ପଦ୍ମ+କିଞ୍ଜଳ୍କ) — ପଦ୍ମ ଫୁଲ ମଧ୍ୟରେ ଥିବା ସୂକ୍ଷ୍ମ କେଶର — The filaments inside the lotus flower
  • ଦେ. ବି — କୋମଳ ପଦ୍ମ ବୀଜ — Soft lotus seeds