ପଦେ ପଦେ Pade pade
- ଦେ. କ୍ରି — ପ୍ରତି ପଦରେ; ପ୍ରତି ପଦକ୍ଷେପରେ — At every foot step
- ଦେ. କ୍ରି — ପ୍ରତିଥର — Every time
- ଦେ. କ୍ରି — ଉପର୍ଯ୍ୟୁପରି; ବାରମ୍ବାର — Repeatedly
- ଦେ. କ୍ରି — (ଯଥା—ମୋତେ ପଦେ ପଦେ ବିପଦ ପଡ଼ୁଛି।)
- ଦେ. କ୍ରି — ଏକ ଏକ ଶବ୍ଦ ଉଚ୍ଚାରଣ କରି — One word at a time
- ଦେ. କ୍ରି — ପ୍ରତ୍ୟେକ ଏକ ପଦ ମାତ୍ର — One word each
- ଦେ. କ୍ରି — (ଯଥା— ସେ ଓ ମୁଁ ଦୁହେଁ ପଦେ ପଦେ କଥା ଭାଷା ହୋଇ ବିଦାୟ ହେଲୁଁ।)
- ଦେ. କ୍ରି — ଠିକେ ଠିକେ; ଚୁମ୍ବକ ରୂପେ — In short; shortly
- ଦେ. କ୍ରି — ପଦକୁ ପଦ; ପଦେ କଥାକୁ ପଦେ ଉତ୍ତର; ପଦକାପଦ — Word for word; one word in reply to another
- ଦେ. କ୍ରି — ପଦେ ପଦେ ପଡ଼ୁଥିବ ଭାତଗୁଣ୍ଡା ଗଳୁଥିବ। ଢଗ।
- ଦେ. କ୍ରି — ପଦେ କଥା କହି କିଛିକ୍ଷଣ ଥମି ଯାଇ ଫେର୍ ପଦେ କଥା କହିବା ପ୍ରକାରେ; ଏକ ଏକ ପଦ କରି — Uttering one word at intervals