ପଦେ ଅଧେ Pade adhe

  • ଦେ. ବି. — ଅଳ୍ପ କଥା ବା ବାକ୍ୟ ମାତ୍ର — A few words only; a sentence or a half
  • ଦେ. ବି. — ଅଳ୍ପ ମାତ୍ର — A little
  • ଦେ. ବି. — ପଦେ ଅଧେ ଶିଖି ଗୁରୁ ହୋଇବେ ଅପାର। ଶ୍ରୀ ଗୁରୁଭକ୍ତି ଗୀତା।