ପଦାକୁ ଯିବା Padāku j̄ibā

  • ଦେ. କ୍ରି — ବାହାରକୁ ଯିବା — To go out; to go out to the open
  • ଦେ. କ୍ରି — ପୋଖରୀପାଣି ଯିବା; ଝାଡ଼ାଫେରି ଯିବା — , To go out to ease one's self