ପଦା(ତି) Padā(ti)
- ସଂ. ବି. (ପଦ=ଗୋଡ଼+ଅତ୍ ଧାତୁ=ଗମନ କରିବା+ କର୍ତ୍ତୃ. ଅ) — ପଦାଚାରୀ ସୈନ୍ୟ — Infantry; foot soldier
- ସଂ. ବି. (ପଦ=ଗୋଡ଼+ଅତ୍ ଧାତୁ=ଗମନ କରିବା+ କର୍ତ୍ତୃ. ଅ) — ପାଇକ; ପିଆଦା — Peon; footman
- ସଂ. ବି. (ପଦ=ଗୋଡ଼+ଅତ୍ ଧାତୁ=ଗମନ କରିବା+ କର୍ତ୍ତୃ. ଅ) — ସଂବାଦବାହକ — Messenger, courier