ପଦର ବୁଲୀ Padara bulī

  • ଦେ. ବିଣ. ସ୍ତ୍ରୀ — (ସ୍ତ୍ରୀଲୋକଙ୍କୁ ଦିଆଯିବା ଗାଳି — a term of abuse applied to females)-
  • ଦେ. ବିଣ. ସ୍ତ୍ରୀ — ଯେଉଁ ସ୍ତ୍ରୀ ସର୍ବଦା ଏଣେ ତେଣେ ବୁଲିବାକୁ ସୁଖ ପାଏ — (a women) Who loves to loaf about