ପଦନ୍ୟାସ Pada nyāsa

  • ସଂ. ବି. ( 6 ଷ୍ଠୀ ତତ୍; ପଦ+ନ୍ୟାସ) — ପଦକ୍ଷେପ — Stepping; step; pace
  • ସଂ. ବି. ( 6 ଷ୍ଠୀ ତତ୍; ପଦ+ନ୍ୟାସ) — ପଦ ଚିହ୍ନ — Foot mark
  • ସଂ. ବି. ( 6 ଷ୍ଠୀ ତତ୍; ପଦ+ନ୍ୟାସ) — ଗୋଖରା (ଦେଖ) — Gokharā (See)