ପଦଚ୍ଛେଦ Padachchheda

  • ସଂ. ବି. ( 6 ଷ୍ଠୀ ତତ୍; ପଦ+ଛେଦ; ମନ୍ଧି ଦ୍ୱାରା ଛେ ସ୍ଥାନରେ ଚ୍ଛେ) — (ବ୍ୟାକରଣ) ସନ୍ଧି ବା ସମାସଯୁକ୍ତ କୌଣସି ବାକ୍ୟରେ ଥିବା ପଦମାନଙ୍କୁ ପୃଥକ କରିବା — Resolution of a compound word or sentence into its component parts